Wednesday, August 19, 2026
ADVERTISEMENT
Home ଆଞ୍ଚଳିକ ଜୀବନ ନେଇଗଲା ସରକାରୀ ବସ୍ ।

ଜୀବନ ନେଇଗଲା ସରକାରୀ ବସ୍ ।

28
ADVERTISEMENT

ବ୍ରହ୍ମପୁର,୨୦/୩(ଡ଼ି.ଏଚ ବ୍ୟୁରୋ):-ଜୀବନ ନେଇଗଲା ସରକାରୀ ବସ୍ । ଗଞ୍ଜାମ ଜିଲ୍ଲା ସୋରଡ଼ାର ପାଟପଲ୍ଲୀ ଛକ ନିକଟରେ ମୁଖ୍ୟମନ୍ତ୍ରୀ ବସ୍ ଓ ବୁଲେଟ୍ମଧ୍ୟରେ ମୁହାଁମୁହିଁ ଧକ୍କା l ଦୁର୍ଘଟଣାରେ ବୁଲେଟ୍ରେ ଥିବା ୩ ଜଣ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ମୃତକମାନେ ହେଲେ ମାଣିଆକାଠି ଗାଁର ସିଲୁ ମୁଳି, ଟିଲୁ ଗୌଡ଼ ଓ ଶଙ୍କର ଗୌଡ଼ ।

Advertisement