ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳରେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

8
ADVERTISEMENT

ଭଦ୍ରକ,୨୦/୩(ଡ଼ି.ଏଚ ବ୍ୟୁରୋ):- ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳରେ ମଣ୍ଡିରୁ ଧାନ ଉଠା ନହେବାକୁ କେନ୍ଦ୍ରକରି ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଚାଷୀ ଏହାର ପ୍ରତିବାଦ କରି ଭଦ୍ରକ ଚାନ୍ଦବାଲି ମୁଖ୍ୟ ରାସ୍ତା ଚାରିତରଫ ନିକଟରେ ଧାନ ବସ୍ତା ରାସ୍ତା ମଝିରେ ରଖି ରାଜପଥକୁ ଅବରୋଧ କରିଛନ୍ତି । ଫଳରେ ଦୀର୍ଘ ସମୟ ଧରି ଯାତାୟାତ ଠପ୍ ହୋଇପଡିଛି ।

Advertisement