ସୋର,୧୯/୦୩(ଡ଼ି.ଏଚ ବ୍ୟୁରୋ):-ବାଲେଶ୍ୱର ଜିଲ୍ଲା ସୋର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ତଳନଗର ପୋଲ ଉପରୁ ତଳକୁ ଖସିଲା ଆଳୁ ବୋଝେଇ ଟ୍ରକ l ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ଘଟିଥିବାବେଳେ ଆଳୁ ବୋଝେଇ ଟ୍ରକ ଟି ପଶ୍ଚିମବଙ୍ଗରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲl।ଏବଂ ଅନ୍ୟଏକ ଗାଡିକୁ ଧକ୍କା ଦେଇ ରାସ୍ତାର ଡିଭାଇଡ଼ର ସହ ପିଟି ହୋଇ ପୋଲ ତଳକୁ ଖସିପଡି ଥିଲା ।
















