ହାଇୱା ଧକାରେ ବାଇକ ଚାଳକର ମୃତ୍ୟୁ ।

11
ADVERTISEMENT

ବ୍ରହ୍ମପୁର,୧୯/୦୩(ଡ଼ି.ଏଚ ବ୍ୟୁରୋ):-ଗଂଜାମ ଜିଲ୍ଲା ଦିଗପହଣ୍ଡି ଥାନା ଲକ୍ଷ୍ମୀନାରାୟଣ ପୁର ଛକ ନିକଟରେ ହାଇୱା ଧକାରେ ବାଇକ ଚାଳକର ମୃତ୍ୟୁ । ଯାହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଥିବାବେଳେ ମୃତକଙ୍କ ପରିବାର ଲୋକେ ନ୍ୟାୟ ଦାବିରେ ଦିଗପହଣ୍ଡି ମେଡିକାଲ ସାମ୍ନାରେ କିଛି ସମୟ ପାଇଁ ଧାରଣା ଦେଇଥିଲେ। ଏବଂ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisement