Saturday, August 15, 2026
ADVERTISEMENT
Home ଆଞ୍ଚଳିକ ଭୁବନେଶ୍ବର ବିଜେବି କଲେଜର ଦୁଇ ହଷ୍ଟେଲ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ, ୨୫ରୁ ଅଧିକ ଆହତ...

ଭୁବନେଶ୍ବର ବିଜେବି କଲେଜର ଦୁଇ ହଷ୍ଟେଲ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ, ୨୫ରୁ ଅଧିକ ଆହତ ।

29
ADVERTISEMENT

ଭୁବନେଶ୍ବର,୧୮/୩(ଡ଼ି.ଏଚ ବ୍ୟୁରୋ):- ଭୁବନେଶ୍ବର ବିଜେବି କଲେଜ ର ଦୁଇ ହଷ୍ଟେଲ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ, ୨୫ରୁ ଅଧିକ ଆହତ । ଫେରଓ୍ୱେଲ୍ ପାର୍ଟିରୁ ଉଭୟ ଛାତ୍ର ଗୋଷ୍ଠୀ ମଧ୍ୟରେ କାଚ ବୋତଲ ଏବଂ ପଥର ଫିଙ୍ଗା ଫୋପଡ଼ା ହୋଇthiabbeleସ୍ଥିତି ନିୟନ୍ତ୍ରଣ ପାଇଁ ଦୁଇ ହଷ୍ଟେଲ କ୍ୟାମ୍ପସରେ ତିନି ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଏବଂ ସ୍ଥିତି ଉପରେ ନଜର ରଖିବା ପାଇଁ ହଷ୍ଟେଲ ମଝିରେ ଅସ୍ଥାୟୀ ପୋଲିସ କ୍ୟାମ୍ପ ତିଆରି କରାଯାଇଛି।

Advertisement