କାର ଦୁର୍ଘଟଣା,୩ ଜଣକର ମୃତ୍ୟୁ l

9
ADVERTISEMENT

ଭୁବନେଶ୍ୱର,୧୬/୦୩(ଡ଼ି.ଏଚ ବ୍ୟୁରୋ):-ଭୁବନେଶ୍ୱର -ପୁରୀ ଜାତୀୟ ରାଜପଥର କୌଶଲ୍ୟାଗଙ୍ଗ ସ୍ଥିତ ସିଫା ନିକଟରେ ଏକ କାର ୨ ଜଣ ମହିଳାଙ୍କ ଉପରେ ମାଡିଯାଇ ଏକ ବିଦ୍ୟୁତ ଖୁଣ୍ଟରେ ଧକ୍କା ହୋଇ ରାସ୍ତା କଡ଼ ନୟନଜୋରୀ ମଧ୍ୟକୁ ଖସି ପଡିଥିଲା । ଘଟଣାସ୍ଥଳରେ ଦୁଇ ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ କାର ଚାଳକଙ୍କ ମଧ୍ୟ ମୃତ୍ୟୁ ଘଟିଛି। ଏବଂଉକ୍ତ କାରଟି ଭୁବନେଶ୍ୱର ରୁ ପୁରୀ ଅଭିମୁଖେ ଯାଉଥିଲା।

Advertisement