୪୦ କେଜି ଓଜନର ଗଞ୍ଜେଇ ଜବତ ସହ ୩ ଜଣ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ ।

8
ADVERTISEMENT

ସମ୍ବଲପୁର,୧୫।୦୩୩(ଡ଼ି.ଏଚ ବ୍ୟୁରୋ):-ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ବଡ଼ବହାଳ ଛକ ନିକଟରେ ଅବକାରୀ ବିଭାଗର ଚଢ଼ଉ ବେଳେ ୪୦ କେଜି ଓଜନର ଗଞ୍ଜେଇ ଜବତ ସହ ଘଟଣାରେ ସମ୍ପୃକ୍ତ ୩ ଜଣ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ । ଗିରଫ ଅଭିଯୁକ୍ତମାନେ ହେଲେ ମଧ୍ୟପ୍ରଦେଶ ସାଗର ଜିଲ୍ଲାର ପ୍ରଭେଶ ଅହିରାୱାର(୨୫) ଓ ବବୁଲୁ ଚୌଧରୀ(୪୨) ଏବଂ ଝାଡ଼ଖଣ୍ଡ ଲୋହାରଡ଼ାଗା ଜିଲ୍ଲାର ଆନସାରୀ(୧୯)। ।

Advertisement