ଜୁଆଖେଳ ଉପରେ ପୋଲିସର ଚଢ଼ାଉ,୫ଜଣକୁ ଗିରଫ।

10
ADVERTISEMENT

ବରଗଡ଼,୧୫।୦୩୩(ଡ଼ି.ଏଚ ବ୍ୟୁରୋ):-ବରଗଡ଼ ଜିଲ୍ଲା ଅତାବିରା ଥାନା ଗୋଡଭଗା ଫାଣ୍ଡି ଅନ୍ତର୍ଗତ ଲରମ୍ଭା ଛକରେ ଚାଲିଥିବା ଜୁଆ ଖେଳଉପରେ ପୋଲିସ ର ଚଢ଼ାଉ । ଚଢ଼ାଉ ବେଳେ ୫ଜଣକୁ ଗିରଫ କରାଯାଇଥିବାବେଳେ ଏମାନଙ୍କ ପାଖରୁ ୨ମୁଠା ତାସ ଓ ନଗଦ ୧୫ ହଜାର ୭୦୩ ଟଙ୍କା ଜବତ କରାଯାଇଛି ।

Advertisement