ବ୍ରହ୍ମପୁର ଗୋଳନ୍ଥରା ଥାନା ପୋଲିସ ଦୁଇ ଜମି ଦଲାଲଙ୍କୁ ଗିରଫ କରିଛି।

11
ADVERTISEMENT

ବ୍ରହ୍ମପୁର,୧୪।୦୩(ଡ଼ି.ଏଚ ବ୍ୟୁରୋ):- ବ୍ରହ୍ମପୁର ଗୋଳନ୍ଥରା ଥାନା ପୋଲିସ ସଂଗଠିତ ଜମି ଠକେଇ ମାମଲାର ତଦନ୍ତ କରି ଦୁଇ ଜମି ଦଲାଲଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭଯୁକ୍ତ ହେଲେ ବଡ଼ବଜାରର ସୋମେନ୍ଦ୍ର କୁମାର ସାହୁ (୬୩) ଏବଂ ରାଇଝୋଲାର ଶିବଶଙ୍କର ଚୌଧୁରୀ (୪୬) । ଏହି ଦୁଇ ଦଲାଲ ଜଣେ ସ୍ଥାନୀୟ ବାସିନ୍ଦାକୁ ଜମି କିଣାରେ ଫସାଇ ଲକ୍ଷାଧିକ ଠକି ନେଇଥିଲେ।

Advertisement