Wednesday, August 19, 2026
ADVERTISEMENT
Home ଆଞ୍ଚଳିକ ପାରିବାରିକ କଳହକୁ ନେଇ ତିନି ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ l

ପାରିବାରିକ କଳହକୁ ନେଇ ତିନି ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ l

29
ADVERTISEMENT

ଦେବଗଡ଼,୧୨/୩(ଡ଼ି.ଏଚ ବ୍ୟୁରୋ):-ଦେବଗଡ଼ ଜିଲ୍ଲା ଗରିଆପାଲି ଗାଁରେ ପାରିବାରିକ କଳହକୁ ନେଇ ତିନି ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ l ସ୍ୱାମୀ ରମେଶ ନିଜ ସ୍ତ୍ରୀ ବୋହୂ ଓ ନାତୁଣୀକୁ ହାମରରେ ପିଟି ପିଟି ହତ୍ୟାକାରୀ ଘଟଣାସ୍ଥଳରୁ ଫେରାର ଥିବାବେଳେ କୁଣ୍ଢେଇଗୋଳ ଥାନା ପୋଲିସ ଅଭିଯୁକ୍ତ ସ୍ୱାମୀ କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

Advertisement