Wednesday, August 19, 2026
ADVERTISEMENT
Home ଖେଳ ଟିମ୍ ଇଣ୍ଡିଆ ଲଗାତାର ତୃତୀୟ ଥର ପାଇଁ ଟି-୨୦ ବିଶ୍ୱକପ୍ ଜିତି ଇତିହାସ ରଚିଛି।

ଟିମ୍ ଇଣ୍ଡିଆ ଲଗାତାର ତୃତୀୟ ଥର ପାଇଁ ଟି-୨୦ ବିଶ୍ୱକପ୍ ଜିତି ଇତିହାସ ରଚିଛି।

30
ADVERTISEMENT

ନୂଆଦିଲ୍ଲୀ,୧୧/୩(ଡ଼ି.ଏଚ ବ୍ୟୁରୋ):- ଟିମ୍ ଇଣ୍ଡିଆ ଲଗାତାର ତୃତୀୟ ଥର ପାଇଁ ଟି-୨୦ ବିଶ୍ୱକପ୍ ଜିତି ଇତିହାସ ରଚିଛି। ଫଳରେ ଟିମ୍ ଇଣ୍ଡିଆର ଖେଳାଳିଙ୍କୁ ବିସିସିଆଇ ୧୩୧ କୋଟି ଟଙ୍କାର ନଗଦ ପୁରସ୍କାର ରାଶି ଘୋଷଣା କରିଛି। ଏହି ରାଶି ଟିମ୍ ଇଣ୍ଡିଆର ସମଗ୍ର ଦଳରେ ସମାନ ଭାବରେ ବଣ୍ଟନ କରାଯିବ। ଦଳରେ ସାମିଲ ଥିବା ୧୫ ଜଣ ଖେଳାଳିଙ୍କ ମଧ୍ୟରୁ ସହାୟକ କର୍ମଚାରୀଙ୍କୁ ମଧ୍ୟ ଏହାର ଏକ ଅଂଶ ମିଳିବ।

Advertisement