Thursday, August 20, 2026
ADVERTISEMENT
Home ଆଞ୍ଚଳିକ ଭିଜିଲାନ୍ସ ଜାଲରେ କଟକ ଜିଲ୍ଲା କଣ୍ଟାପଡ଼ା ତହସିଲ୍ଦାର ପ୍ରସନ୍ନ ସାମନ୍ତରାୟ।

ଭିଜିଲାନ୍ସ ଜାଲରେ କଟକ ଜିଲ୍ଲା କଣ୍ଟାପଡ଼ା ତହସିଲ୍ଦାର ପ୍ରସନ୍ନ ସାମନ୍ତରାୟ।

31
ADVERTISEMENT

କଟକ,୧୧/୩(ଡ଼ି.ଏଚ ବ୍ୟୁରୋ):- ଭିଜିଲାନ୍ସ ଜାଲରେ କଟକ ଜିଲ୍ଲା କଣ୍ଟାପଡ଼ା ତହସିଲ୍ଦାର ପ୍ରସନ୍ନ ସାମନ୍ତରାୟ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କ ଭୁବନେଶ୍ୱର ସହିଦନଗରରେ ଥିବା ତିନି ମହଲା କୋଠା, ଲକ୍ଷ୍ମୀସାଗରରେ ଥିବା ସମ୍ପର୍କୀୟଙ୍କ ଘର ,ପୁରୀ ଗଡିଶଗଡାରେ ଥିବା ପୈତୃକ ଘର, କଟକ ଜିଲ୍ଲା କଣ୍ଟାପଡାରେ ଥିବା ଅଫିସ୍ ଚାମ୍ବର ଏବଂ ସରକାର କ୍ଵାଟର୍ସରେ ଚଢାଉ ଜାରି ରଖିଛି।

Advertisement