ଭୁବନେଶ୍ୱର ରାଜଧାନୀରେ ଗ୍ୟାସ୍ ସିଲିଣ୍ଡର ର ଅଭାବ ।

11
ADVERTISEMENT

ଭୁବନେଶ୍ୱର,୧୦/୩(ଡ଼ି.ଏଚ ବ୍ୟୁରୋ):-ଭୁବନେଶ୍ୱର ରାଜଧାନୀରେ ଗ୍ୟାସ୍ ସିଲିଣ୍ଡର ର ଅଭାବ । ହୋମ ଡେଲିଭରି ସେବା ମିଳିବା ବନ୍ଦ ହୋଇ ଏବେ ଫାଷ୍ଟ କମ୍ ଫାଷ୍ଟ ସର୍ଭିସ୍ ହୋଇଯାଇଛି । ଗ୍ୟାସ୍ ଖାତା ଲାଇନରେ ରଖି ବସୁଛନ୍ତି ଗ୍ରାହକ । ଗ୍ୟାସ୍ ସିଲିଣ୍ଡର ପାଇଁ ରାତିରୁ ଲମ୍ବା ଲାଇନ୍ରେ ବସିଛନ୍ତି ଗ୍ରାହକ । ଖଣ୍ଡଗିରି ଲିଙ୍ଗରାଜ HP ଗ୍ୟାସ ଷ୍ଟେସନ ସାମ୍ନାରେ ଦେଖିବାକୁ ମିଳିଛି ଏପରି କିଛି ଚିତ୍ର ।

Advertisement