Wednesday, July 22, 2026
ADVERTISEMENT
Home ଖେଳ ଭାରତ ନ୍ୟୁଜିଲାଣ୍ଡକୁ ୯୬ ରନରେପରାସ୍ତ କରି ଟାଇଟଲ ହାସଲ କରିଛି ।

ଭାରତ ନ୍ୟୁଜିଲାଣ୍ଡକୁ ୯୬ ରନରେପରାସ୍ତ କରି ଟାଇଟଲ ହାସଲ କରିଛି ।

30
ADVERTISEMENT

ନୂଆଦିଲ୍ଲୀ,୦୯/୩(ଡ଼ି.ଏଚ ବ୍ୟୁରୋ):-ଆଇସିସି ବିଶ୍ୱକପ ଟି-୨୦ ଫାଇନାଲ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୯୬ ରନରେପରାସ୍ତ କରି ଟାଇଟଲ ହାସଲ କରିଛି । ଭାରତର ଘାତକ ବୋଲର ଏବଂ ବ୍ୟାଟ୍ସମ୍ୟାନଙ୍କ ସାମ୍ନାରେ ପରାଜୟ ହେଲା ନ୍ୟୁଜିଲାଣ୍ଡ। ଭାରତ ୨୦ ଓଭର ଖେଳି ୫ଓ୍ବିକେଟ ହରାଇ ୨୫୫ ରନ ସଂଗ୍ରହ କରିଥିବାବେଳେ ନ୍ୟୁଜିଲାଣ୍ଡ ୧୯ ଓଭରରେ ସମସ୍ତ ଓ୍ବିକେଟ ହରାଇ ମାତ୍ର ୧୫୯ ରନ କରିବାରେ ସକ୍ଷମ ହୋଇଛି।

Advertisement