ଚଳିତ ପୁରୁଷ ଟି୨୦ ବିଶ୍ବକପର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।

3
ADVERTISEMENT

ନୂଆଦିଲ୍ଲୀ,୦୮/ ୩(ଡ଼ି.ଏଚ ବ୍ୟୁରୋ):- ଆଜି ଅହମ୍ମଦାବାଦ୍ ର ସର୍ବବୃହତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚଳିତ ପୁରୁଷ ଟି୨୦ ବିଶ୍ବକପର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଏହି ମହା ମୁକାବିଲାରେ ପରସ୍ପରର ସମ୍ମୁଖୀନ ହେବେ ଆୟୋଜକ ଭାରତ ଓ ନ୍ୟୁଜିଲାଣ୍ଡ। ଫାଇନାଲ ଲାଗି ଦୁଇ ଦଳ ଅଭ୍ୟାସ ସହ ରଣନୀତି ଶେଷ କରିଥିବାବେଳେ ଏହି ମହା ଲଢେଇକୁ ନେଇ ସାରା ବିଶ୍ବର କ୍ରିକେଟ ପ୍ରେମୀ ଉଲ୍ଲସିତ ଅଛନ୍ତି।

Advertisement