ଆଜି ଅନ୍ତର୍ଜାତୀୟ ମହିଳା ଦିବସ ।

11
ADVERTISEMENT

ଭୁବନେଶ୍ବର,୦୮/ ୩(ଡ଼ି.ଏଚ ବ୍ୟୁରୋ):- ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ଭୁବନେଶ୍ବର ବିଏମସି ପକ୍ଷରୁ ” ସମ୍ପୂର୍ଣ୍ଣା ” ମହିଳା ଗଣଦୌଡ ମାଷ୍ଟର କ୍ୟାଣ୍ଟିନ୍ ଠାରେ ଉଦଘାଟିତ ହୋଇଛି। ଅନ୍ୟପଟେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟର ସମସ୍ତ ମାତୃଶକ୍ତିଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Advertisement