Thursday, August 20, 2026
ADVERTISEMENT
Home ଆଞ୍ଚଳିକ ସିମେଣ୍ଟ ବୋଝେଇ ଟ୍ରକର ପଛ ପଟୁ ଧକ୍କାଦେଲା ଏକ ଡଷ୍ଟ ବୋଝେଇ ଟ୍ରକ।

ସିମେଣ୍ଟ ବୋଝେଇ ଟ୍ରକର ପଛ ପଟୁ ଧକ୍କାଦେଲା ଏକ ଡଷ୍ଟ ବୋଝେଇ ଟ୍ରକ।

32
ADVERTISEMENT

ବାଲେଶ୍ଵର ,୦୫ /୦୩(ଡ଼ି.ଏଚ ବ୍ୟୁରୋ):-ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ତାରିଣୀ ଛକ ନିକଟରେ ଭାରସାମ୍ୟ ହରାଇ ଛିଡା ହୋଇଥିବା ସିମେଣ୍ଟ ବୋଝେଇ ଟ୍ରକର ପଛ ପଟୁ ଧକ୍କାଦେଲା ଏକ ଡଷ୍ଟ ବୋଝେଇ ଟ୍ରକ। ଦୁର୍ଘଟଣାରେ ଦୁଇଟି ଯାକ ଟ୍ରକର ଡ୍ରାଇଭର ଗୁରୁତର ହୋଇଟ୍ରକ ଭିତରେ ଫସିରହିଥିବାବେଳ ଅଗ୍ନିଶମ ବାହିନୀ ସେମାନଙ୍କୁ ଉଦ୍ଧାର କରିଛି। ପୁଲିସ୍ ଟ୍ରକ ଦୁଇଟି ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।

Advertisement