ଏକ ବୋଲେରୋ ଗାଡି ରୁ ୨୦୦ ଜୀବନ୍ତ କଇଁଛ ଜବତ ।

4
ADVERTISEMENT

ମାଲକାନଗିରି,୦୩/୩(ଡ଼ି.ଏଚ ବ୍ୟୁରୋ):- ମାଲକାନଗିରି ଜିଲ୍ଲା କାଲିମେଳା ଓ ଏମଭି-୭୯ ବନ ବିଭାଗର ମିଳିତ ଚଢ଼ାଉ ବେଳେ ଏକ ବୋଲେରୋ ଗାଡି ରୁ ୨୦୦ ଜୀବନ୍ତ କଇଁଛ ଜବତ । ଜଙ୍ଗଲରେ ଏକ ବୋଲେରୋ ଗାଡି ଭିତରେ ଅଖା ବସ୍ତାରେ ଲୁଚେଇ ରଖା ଯାଇଥିବା ୨୦୦ ଜୀବନ୍ତ କଇଁଛକୁ ବନ ବିଭାଗ ଜବତ କରି ଥିବାବେଳେ ଗାଡି ଛାଡି ମାଫିଆ ଘଟଣାସ୍ଥଳରୁ ଫେରାର । ଏବଂ ଜବତ କଇଁଛର ଆନୁମାନିକ ମୂଲ୍ୟ ୪ଲକ୍ଷ ଟଙ୍କା ହେବ ବୋଲି ବନବିଭାଗ ସୂତ୍ରରୁ ଜଣା ପଡିଛି।

Advertisement