ଯୁବକଙ୍କ ରକ୍ତାକ୍ତ ମୃତଦେହ ପଡିରହି ଥିବାବେଳେ ମୃତଦେହ ନିକଟରୁ ବାଇକ ଓ ମୋବାଇଲ ଜବତ।

11
ADVERTISEMENT

କଟକ,୦୨/୩(ଡ଼ି.ଏଚ ବ୍ୟୁରୋ):-କଟକ ମଧୁପାଟଣା ଅଞ୍ଚଳ ରାସ୍ତା କଡରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ପଡିରହି ଥିବାବେଳେ ମୃତଦେହ ନିକଟରୁ ବାଇକ ଓ ମୋବାଇଲ ଜବତ ହୋଇଛି । ଏବଂ ମୃତ ଯୁବକ ଜଗତସିଂହପୁର ଜିଲ୍ଲାର ହୋଇଥିବାବେଳେ ସେ କଟକ ଚାଉଳିଆଗଞ୍ଜ ଅଞ୍ଚଳରେ ରହୁଥିଲେ। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି।

Advertisement