Wednesday, August 19, 2026
ADVERTISEMENT
Home ଆଞ୍ଚଳିକ ଭାରସାମ୍ୟ ହରାଇ ଓଲଟି ପଡିଲା ଯାତ୍ରା ପାର୍ଟି ବସ ।

ଭାରସାମ୍ୟ ହରାଇ ଓଲଟି ପଡିଲା ଯାତ୍ରା ପାର୍ଟି ବସ ।

32
ADVERTISEMENT

ଦେବଗଡ,୦୨/୩(ଡ଼ି.ଏଚ ବ୍ୟୁରୋ):-ଦେବଗଡ ଜିଲ୍ଲା ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ଡଙ୍ଗାପଥର ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଲା ଯାତ୍ରା ପାର୍ଟି ବସ । ଫଳରେ ୨୦ ରୁ ଅଧିକ କଳାକାର ଆହତ ହୋଇ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ଥିବାବେଳେ ରିଆମାଳ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଏବଂ ଉକ୍ତ ଯାତ୍ରା ପାର୍ଟି ବସ ଟି ଡଙ୍ଗାପଥର ଗାଁରୁ ଯାତ୍ରା ସାରି ଘରକୁ ଫେରୁଥିଲା।

Advertisement