ନିମଖଣ୍ଡି,୨୭/୨(ଇ ରଞ୍ଜନ):-ସାଇକେଲ ଆରୋହୀଙ୍କୁ ରକ୍ଷା କରିବାକୁ ଯାଇ ଓଲଟିଲା ବୋରୱେଲ ଗାଡି l ବ୍ରହ୍ମପୁର ନିମଖଣ୍ଡି ଥାନା ଅଧିନସ୍ତ ଗୁରୁଣ୍ଠି ଏବଂ ବଡ଼ କୁଶସ୍ଥଳୀ ଯିବା ବାଟରେ ଓଡି ୦୭ଇ ୫୪୧୪ ରାଜ ଲକ୍ଷ୍ମୀ ନାମକ ଏକ ବୋରୱେଲ ଟ୍ରକ ଭରସାମ୍ୟ ହରେଇ ଓଲଟି ପଡିବl ଫଳରେ ଗାଡିରେ ବସିଥିବା ୮ ଜଣ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଛିl ଏବଂ ଅନ୍ୟ ସମସ୍ତ ଆହାତ ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧିନ ଥିବାବେଳେ ମୃତକ ହେଲେ ମୟୁରଭଞ୍ଜ ରବି ନାୟକ(୨୨),ଫୁଲବାଣୀର ଶିବାଜୀ କହଁର(୨୬), l ଏବଂ ଘଟଣା ସ୍ଥଳରେ ନିମଖଣ୍ଡି ପୁଲିସର ତଦନ୍ତ ଜାରି l
















