ଜଳେଶ୍ବରରେ ପଶ୍ଚିମବଙ୍ଗ ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାରେ ପୋଲିସର ଆକ୍ସନ।

11
ADVERTISEMENT

ଜଳେଶ୍ବର,୨୬।୦୨(ଡ଼ି.ଏଚ ବ୍ୟୁରୋ):-ବାଲେଶ୍ୱର ଜିଲ୍ଲା ଜଳେଶ୍ବରରେ ୨ ପଶ୍ଚିମବଙ୍ଗ ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାରେ ପୋଲିସର ଆକ୍ସନ। ଜଳେଶ୍ବର ପୋଲିସ ଏହି ଘଟଣାରେ ୯୫ଜଣ ମହିଳା ପୁରୁଷଙ୍କୁ ଜଳେଶ୍ୱର ଥାନାରେ ଅଟକ ରଖିଛି ପୋଲିସ । ଗତକାଲି ରାଇବଣିଆ ଥାନା ରାଜନଗର ଗାଁରେ ପଶ୍ଚିମବଙ୍ଗର ଦୁଇ ଷ୍ଟେଟବ୍ୟାଙ୍କ ଅଧିକାରୀଙ୍କୁ ଗ୍ରାମବାସୀ ପିଲା ଚୋର ସନ୍ଦେହ କରି ନିସ୍ତୁକ ମାଡ଼ ମାରିବା ସହ ଅଟକ ରଖିଥିଲେ ।

Advertisement