ମା ପୁଅ ହତ୍ୟା ଘଟଣାର ପର୍ଦ୍ଦାଫାଶ କଲା କୋରାପୁଟ ପୋଲିସ ।

9
ADVERTISEMENT

କୋରାପୁଟ,୨୬।୦୨(ଡ଼ି.ଏଚ ବ୍ୟୁରୋ):- କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ ମା ପୁଅ ହତ୍ୟା ଘଟଣାର ପର୍ଦ୍ଦାଫାଶ କଲା କୋରାପୁଟ ପୋଲିସ । ନାବାଳିକା ଝିଅ ପ୍ରେମିକ ସହ ମିଶି ହତ୍ୟା ନାଟକ ରଚିଥିଲା । ପ୍ରେମିକ ଓ ତିନି ଜଣ ସହଯୋଗୀ ମିଳିତ ଭାବେ ମା’ ଏବଂ ପୁଅଙ୍କୁ ଅତି ନିର୍ମମ ଭାବେ ଗଳାକାଟି ହତ୍ୟା କରିଥିଲେ । ଏବଂ ମୃତଦେହ ବସ୍ତାରେ ଭର୍ତ୍ତି କରି ତାଙ୍କ ସ୍କୁଟିରେ ନେଇ କେନାଲରେ ଫିଙ୍ଗି ଦେଇଥିଲେ ।

Advertisement