ବିଜ୍ଞାପନ ହୋର୍ଡିଂ ପଡ଼ି ୨ଜଣ ମୃତ୍ୟୁ l

12
ADVERTISEMENT

ଭୁବନେଶ୍ୱର,୨୫/୦୨(ଡ଼ି.ଏଚ ବ୍ୟୁରୋ):- ଭୁବନେଶ୍ୱର ଖଣ୍ଡଗିରି ଥାନା ଆଇଗିଣିଆ ଛକ ଦୁର୍ଗା ମଣ୍ଡପ ନିକଟରେ କାଳବୈଶାଖୀ ବର୍ଷା ଓ ପବନ ଯୋଗୁଁ ବିଜ୍ଞାପନ ହୋର୍ଡିଂ ପଡ଼ି ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ମହିଳାଙ୍କ ସମେତ ୨ ଜଣ ଗୁରୁତର ଆହତ ହୋଇମେଡିକାଲ ରେ ଭର୍ତି । ଏବଂ ମୃତକ ହେଲେ ଗଞ୍ଜାମ ଜିଲା ଆସ୍କାର ଟୁନା ଗୌଡ଼ ଓ ଡୁମୁଡୁମା ଅଞ୍ଚଳର ସଚ୍ଚିଦାନନ୍ଦ ପ୍ରଧାନ। ସେମାନେ ବର୍ଷା ଯୋଗୁଁ ଏକ ଦୋକାନ ତଳେ ଆଶ୍ରୟ ନେଇଥିବାବେଳେ ଏପରି ଘଟଣା ଘଟିଥିଲା ।

Advertisement