ଆଜି ୧୨ ଘଣ୍ଟିଆ ନୟାଗଡ ବନ୍ଦ l

14
ADVERTISEMENT

ନୟାଗଡ ୨୪/୦୨(ଡ଼ି.ଏଚ ବ୍ୟୁରୋ):- ଆଜି ୧୨ ଘଣ୍ଟିଆ ନୟାଗଡ ବନ୍ଦ l ନୟାଗଡ ସଦର ମହକୁମାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଜୟ ନୟାଗଡ ଫାଉଣ୍ଡେସନ ତରଫରୁ ଏହି ବନ୍ଦ ଡାକରା ଦିଆଯାଇଥିବାବେଳେ କେବଳ ଦୋକାନବଜାର ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏବଂ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଦୃଷ୍ଟିରୁ ଗାଡି ଚଳାଚଳ ଚାଲୁ ରହିବ ।

Advertisement