ଆନ୍ତର୍ଜାତୀୟ ରୟାଲ କାଉନସିଲ ମାନବ ଅଧିକାର ନାଇଜେରିଆ ପକ୍ଷରୁ ହାଣ୍ଡିକ୍ୟାପଡ଼ ଏକ୍ସଲେନ୍ସ ଆୱାର୍ଡ 2026 ରେ ଡ଼ ନାରାୟଣ ମହାପାତ୍ର ସମ୍ବର୍ଦ୍ଧିତ l

14
ADVERTISEMENT

ଭୁବନେଶ୍ବର.୨୪/୦୨(ଲିପିକା ରାଣୀ ରାଉତ):-ଆନ୍ତର୍ଜାତୀୟ ରୟାଲ କାଉନସିଲ ମାନବ ଅଧିକାର ଅନୁଷ୍ଠାନ ନାଇଜେରିଆ ପକ୍ଷରୁ ସମାଜରେ ମାନବ ମଙ୍ଗଳ କାର୍ଯ୍ୟକ୍ରମ ନିମନ୍ତେ ଡ଼ ନାରାୟଣ ମହାପାତ୍ର ଙ୍କୁ ସମ୍ବର୍ଦ୍ଧନା କରିଛନ୍ତି,ସମାଜରେ ଅବହେଳିତ ବରିଷ୍ଠ ନାଗରିକ,ଅନାଥ ପିଲାଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରିବା,ନିଜେ ରକ୍ତଦାନ କରିବା ସହିତ,ରକ୍ତର ଆବଶ୍ୟକତା ଦୃଷ୍ଟି ରୁ ରକ୍ତ ସଂଗ୍ରହ ପାଇଁ ଶିବିର ଆୟୋଜିତ କରିବା ର ଲକ୍ଷ୍ୟ ନେଇ କାର୍ଯ୍ୟକ୍ରମ ନିୟମିତ ଭାବେ କରାଯାଇଥାଏ, ଆମକୁ ଏହି ସମ୍ମାନ ପାଇଁ ଉପଯୁକ୍ତ ଭାବି ସମ୍ବର୍ଦ୍ଧିତ କରି ଥିବାରୁ ଆମେ ଏହା ର ପ୍ରତିଷ୍ଠାତା ଅମ୍ବେ ଏମି ରାଇଟସ ଓବେଙ୍ଗ ଏଲିଯାହ କିରଚଫ ଗ୍ଲୋବାଲ ଭାଇସ ଚାନସେଲର ଓ ଅନ୍ୟାନ୍ୟ ପ୍ରମୁଖ ସଦସ୍ୟ ଓ ସଦସ୍ୟା ମାନଙ୍କୁ ହୃଦୟ ରୁ କୃତଜ୍ଞତା ଜ୍ଞାପନ କରୁଛୁ ।

Advertisement