ଟ୍ରକ ଭିତରୁ ୪୧ ବସ୍ତା ଚୋରା ଗଞ୍ଜେଇ ଜବତ କରିଛି l

10
ADVERTISEMENT

ମାଲକାନଗିରି ,୨୩/୨(ଡ଼ି.ଏଚ ବ୍ୟୁରୋ):-ମାଲକାନଗିରି ଜିଲ୍ଲା ଏମଭି-୭୯ ପୁଲିସ୍ ଏକ ଟ୍ରକ ଭିତରୁ ୪୧ ବସ୍ତା ଚୋରା ଗଞ୍ଜେଇ ଜବତ କରିଛି l ଯାହାର ଓଜନ ୧୦୨୫ କିଲୋଗ୍ରାମ ହୋଇଥିବା ବେଳେ ବଜାର ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କା ହେବ ବୋଲି ପୁଲିସ୍ ସୂତ୍ରରୁ ପ୍ରକାଶ । ଏବଂ ଉକ୍ତ ଗଂଜେଇ ମାଲକାନଗିରି ଜିଲ୍ଲାରୁ ୩୨୬ ନମ୍ବର ଜାତୀୟ ରାଜପଥ ଦେଇ ହାଇଦ୍ରାବାଦ ଯାଉଥିଲା।

Advertisement