Thursday, August 6, 2026
ADVERTISEMENT
Home ଆଞ୍ଚଳିକ ବନ୍ଧୁକ ଦେଖାଇ ନବବବଧୂ ନେଇଗଲା ପ୍ରେମିକ ।

ବନ୍ଧୁକ ଦେଖାଇ ନବବବଧୂ ନେଇଗଲା ପ୍ରେମିକ ।

30
ADVERTISEMENT

ସୁବର୍ଣ୍ଣପୁର,୨୩/୨(ଡ଼ି.ଏଚ ବ୍ୟୁରୋ):- ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଂଚଳରେ ବର, ବଧୁ ବାହା ହୋଇ ଘରକୁ ଫେରିବା ବେଳେ ବାଟରେ ବନ୍ଧୁକ ଦେଖାଇ ନବବବଧୂ ନେଇଗଲା ପ୍ରେମିକ । ଉଭୟ ବର ବଧୁ ବୌଦ୍ଧ ଜିଲ୍ଲା କଣ୍ଟାମାଳରୁ ବଲାଙ୍ଗୀର ଜିଲ୍ଲା ଖୁଜେନପାଲିକୁ ଫେରୁଥିଲେ । ଶେଷରେ ବର ଶିଶୁପାଳ ହୋଇ ଥାନାରେ ଅଭିଯୋଗ କରିଥିବାବେଳେ ତରଭା ଥାନା ପୋଲିସ ଘଟଣାର ତଦନ୍ତ କରୁଥିବା ସୂଚନା l

Advertisement