Tuesday, August 25, 2026
ADVERTISEMENT
Home ଆଞ୍ଚଳିକ କୁକୁଡାଖଣ୍ଡି ବିଜେଡି ବ୍ଲକ ସଭାପତି ହେଲେ ରବୀନ୍ଦ୍ର ପାତ୍ର l

କୁକୁଡାଖଣ୍ଡି ବିଜେଡି ବ୍ଲକ ସଭାପତି ହେଲେ ରବୀନ୍ଦ୍ର ପାତ୍ର l

34
ADVERTISEMENT

କୁକୁଡାଖଣ୍ଡି,୨୧।୦୨(ଇ ରଞ୍ଜନ):-ଗଞ୍ଜାମ ଜିଲ୍ଲା ବିଭିନ୍ନ ବ୍ଲକ, ଏନଏସି ନିମନ୍ତେ ସଭାପତି ଚୟନ ନିମନ୍ତେ ବିଜେଡି ଶଙ୍ଖ ଭବନ ପକ୍ଷରୁ ନାମ ଘୋଷଣା କରାଯାଇଛି l କୁକୁଡାଖଣ୍ଡି ବ୍ଲକ ନିମନ୍ତେ ବରିଷ୍ଠ ନେତା ତଥା ୪ଥର ଜଗଦଳପୁର ସମିତିସଭ୍ୟ ଭାବେ ନିର୍ବାଚିତ ହୋଇ ଲୋକଙ୍କ ପ୍ରିୟଭାଜନ ହୋଇଥିବା ବି. ରବୀନ୍ଦ୍ର ନାଥ ପାତ୍ର ଙ୍କୁ ବିଧାୟକ ପାର୍ଥି ବିପ୍ଳବ ପାତ୍ର ସମିତିସଭ୍ୟ ଙ୍କ ନାମ ପଞ୍ଜିକୃତ କରି ବ୍ଲକ ସଭାପତି ଭାବେ ଚୟନ କରିଛନ୍ତି l ସଭାପତି ହେବା ପରେ ରବୀନ୍ଦ୍ର ପାତ୍ର ଉତ୍ସାହିତ ହୋଇ ଲୋକଙ୍କ ସେବା ରେ ନିଜକୁ ସାମିଲ କରି ଆଗାମୀ ପଞ୍ଚାୟତ ନିର୍ବାଚନ ରେ ବିଜେଡି ଦଳକୁ ଆଉରି ମଜବୁତ କରିବା କୁ କହିଛନ୍ତି l

Advertisement