ବାଲେଶ୍ୱର,୧୩/୦୨(ଡ଼ି.ଏଚ ବ୍ୟୁରୋ):-ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ବଜାର ନିକଟରେ ବ୍ରିଜ ଉପରକୁ ଚଢିଗଲା ତୀର୍ଥ ଯାତ୍ରୀ ବସ । ତେବେ ଘଟଣା ସ୍ଥଳରେ ବସ ଡ୍ରାଇଭର ଜଣକ ବ୍ରିଜରୁ ତଳକୁ ଖସିପଡ଼ି ମୃତ୍ୟୁ ବରଣ କରିଥିବାବେଳେ ୧୪ ଜଣ ତୀର୍ଥ ଯାତ୍ରୀ ଗୁରୁତର ଆହତ ହୋଇ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି l ଉକ୍ତ ତୀର୍ଥ ଯାତ୍ରୀ ବସt ପଶ୍ଚିମବଙ୍ଗ ରୁ ଆନ୍ଧ୍ରକୁ ଯାଉଥିଲା l
















