ଅନୁଗୁଳ,୧୧/୦୨(ଡ଼ି.ଏଚ ବ୍ୟୁରୋ):-ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କିରାଣି ସୁବ୍ରତ ବେହେରାଙ୍କ ଘରେ ଭିଜିଲାନ୍ସ ର ଚଢାଉ । ଟଙ୍କା ହେରଫେର ମାମଲାରେ ନିଖୋଜ ହେବା ପରେ ଭିଜିଲାନ୍ସ ତାଙ୍କୁ ଗିରଫ କରିବା ସହ ତାଙ୍କ ସୁୁସୁଡା ବାସଭବନ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ର ଚଢାଉ ଜାରି ରହିଛି । ଏବଂ ସେ ନିଜ ଦରମା ବୃଦ୍ଧି ସହ ପ୍ରାୟ ଅଢେଇ କୋଟି ଟଙ୍କା ଜାଲିଆତି କରିଥିବା ଅଭିଯୋଗ ରହିଛି l



















