ଜୟ ଜଗନ୍ନାଥ ଜପନ୍ତୁ ଭିଡ଼ିଓ ଫିଲ୍ମ ଲୋକାର୍ପିତl

17
ADVERTISEMENT

ଭୁବନେଶ୍ୱର,୦୫।୦୨(ଲିପିକା ରାଣୀ ରାଉତ):-1822ମସିହାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବିଷୟରେ କରାଯାଇ ଥିବା ର AI ଭିଡ଼ିଓ ଫିଲ୍ମ ବାବା ଲକ୍ଷ୍ମଣେଶ୍ୱର ମନ୍ଦିର ଦେଵିଦ୍ୱାର ଠାରେ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ୟୁ ଟ୍ୟୁବ ରେ ଲୋକାର୍ପିତ କରାଯାଇଛି ଏହି ଅବସରରେ ସଦସ୍ୟ ମାନଙ୍କ ର ଆମେ ଓଡ଼ିଆ ଆମ ମହାପ୍ରଭୁ ଭାରି ବଢିଆ ସକାଳୁ ସକାଳୁ ଉଠନ୍ତୁ.. ଜୟ ଜଗନ୍ନାଥ ଜପନ୍ତୁ…ମହାପ୍ରଭୁ ଙ୍କ ପ୍ରତି ଭଲ ପାଇବା ନିମନ୍ତେ ଏହା କହିବା ପ୍ରତେକ ଘରେ ଘରେ ଗ୍ରାମ ଗ୍ରାମ ର ସ୍ୱର ହେବା ପାଇଁ ଚେଷ୍ଟା କରା ଯାଉଛି.ସମସ୍ତେ ସହଯୋଗ କରିବାକୁ ଆମର ବିନମ୍ର ନିବେଦନ,- ଦେଵିଦ୍ୱାର ଠାରେ ବାବା ଲକ୍ଷଣେଶ୍ୱର ମନ୍ଦିର ପରିଦର୍ଶନ ଓ ଅଦିନିଆ ରଥଯାତ୍ରା ବିଷୟରେ କରାଯାଇ ଥିବା ଆଲୋଚନା ଚକ୍ର ରେ 1822 ମସିହା ରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ରଥଯାତ୍ରା ବିଷୟରେ ହୋଇ ଥିବା AI ଭିଡ଼ିଓ ଫିଲ୍ମ ପୂଜା କରାଯାଇ ଲୋକାର୍ପିତ ହୋଇଛି,ଅଦିନିଆ ଶ୍ରୀ ଜଗନ୍ନାଥ ରଥଯାତ୍ରା ଓ ସ୍ନାନଯାତ୍ରା ଏକ ମନୁଷ୍ୟ ଇଚ୍ଛାକୃତ ନିଷ୍ପତି ତାକୁ ଗ୍ରହଣ କରାଯାଇ ପାରିବ ନାହିଁ .. ପ୍ରସିଦ୍ଧ ପୁରାତନ.ଚାଲ ବେଗି ବେଗି ଯିବା ସଙ୍ଗାତ.. କାଳେ ରଥ ଟଣା ହେବ ଶେଷ.. ପୂର୍ବରୁ ଶ୍ରୀଜଗନ୍ନାଥ ରଥଯାତ୍ରା-(ଅଠରଶହ ପାଞ୍ଚ ମସିହା ରୁ ଅଠର ଶହ ଏକୋଇଶି ମସିହା),ସ୍ନାନଯାତ୍ରା ଓ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ର ବିଧାନ ଓ କାଳ ନିର୍ଣ୍ଣୟ AI ଭିଡ଼ିଓ ଫିଲ୍ମ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ୟୁ ଟ୍ୟୁବ ରେ ଲୋକାର୍ପିତ ହୋଇ ସାରିଛି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ସ୍ନାନ ଯାତ୍ରା ଜ୍ୟେଷ୍ଠ ପୁର୍ଣିମା ଓ ରଥଯାତ୍ରା ଆଶାଡ଼ ଶୁକ୍ଲପକ୍ଷ ଦ୍ୱତୀୟା ରେ ହୋଇ ଥାଏ, ମହାପ୍ରଭୁ ଙ୍କ ନିତ୍ୟ ନିତି କୁ ପରିବର୍ତ୍ତନ କରା ଯାଇ ପାରିବ ନାହିଁ ଜଗନ୍ନାଥ ସଂସ୍କୃତି ଆଲୋଚନା କାର୍ଯ୍ୟକ୍ରମ ରେ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ର ସଦସ୍ୟ ମାନେ ଯୋଗ ଦେଇ ଥିଲେ, ସମସ୍ତେ ଶ୍ରୀ ଜଗନ୍ନାଥ ସଂସ୍କୃତି କୁ ବିକୃତି କରିବାକୁ ମନୁଷ୍ୟ ଇଚ୍ଛାକୃତ ରୀତି ନିତି ପରିବର୍ତ୍ତନ କୁ ଏକ ସ୍ୱର ରେ ପ୍ରତ୍ୟାଖ୍ୟାନ କରିଥିଲେ,ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଡ଼ ନାରାୟଣ ମହାପାତ୍ର ବିଜୟ ମୋହନ ପଣ୍ଡା ଉମାନାଥ ମିଶ୍ର ପ୍ରାଚୀତୋଷ ପ୍ରୟାତୋଷ, ରାହୁଲ ପଲେଇ ସୋନୁ ସାହୁ ଗୁରୁଦେବ ମହାନ୍ତି ବିଜୟ ଶ୍ରୀନିବାସ ରାଓ ଓ ଜଗନ୍ନାଥ ଚେତନା ର ପ୍ରମୁଖ ସଦସ୍ୟ ମାନେ ଯୋଗ ଦେଇ ଥିଲେ, ଶ୍ରୀ ଜଗନ୍ନାଥ ସଂସ୍କୃତି କୁ ଅବମାନନା କରି ଯେ କୌଣସି କାର୍ଯ୍ୟକ୍ରମ କୁ ଗ୍ରହଣ କରା ଯାଇ ପାରିବ ନାହିଁ, ଏହା କରିବା ଦ୍ୱାରା ଜଗତ ରେ ଆଗାମୀ ଦିନରେ ଭୟଙ୍କର ଶଙ୍କଟ ଦେଖା ଦେବ ବୋଲି ପୂର୍ବରୁ ବିଭିନ୍ନ ଶାସ୍ତ୍ର ରେ ଆମର ଗୁରୁଜନ ମାନେ ସୂଚନା ଦେଇ ସତର୍କ କରାଇଛନ୍ତି l

Advertisement