କେନ୍ଦୁଝର,୧୧/୦୨(ଡ଼ି.ଏଚ ବ୍ୟୁରୋ):-କେନ୍ଦୁଝର ଜିଲ୍ଲାର ଫକିରପୁର,ବାହିଆ,ପୁରୁଣା ପାଣି,ଘୋଶରାପଦା ଅଞ୍ଚଳରେ ଆନନ୍ଦପୁର ଅବକାରୀ ବିଭାଗର ଚଢ଼ଉ ବେଳେ ୩୧୯ଲିଟର ଦେଶୀ ରନ୍ଧା ମଦ ସହ ୩୨୦୦ ଲିଟର ମହୁଲି ଜବତ । ଏବଂ ଘଟଣାରେ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ଜବତ ମହୁଲି ଓ ଦେଶୀମଦର ଆନୁମାନିକ ମୂଲ୍ୟ ୧ଲକ୍ଷ ୫୦ ହଜାର ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ।

















