ଶିଶୁ ଭବନ ଓଭର ବ୍ରିଜର ବ୍ୟାରିକେଡରେ଼ ପିଟି ହୋଇ ତଳକୁ ଖସିଲା କାର ।

12
ADVERTISEMENT

ଭୁବନେଶ୍ୱର,୦୯/୦୨(ଡ଼ି.ଏଚ ବ୍ୟୁରୋ):- ଶିଶୁ ଭବନ ଓଭର ବ୍ରିଜର ବ୍ୟାରିକେଡରେ଼ ପିଟି ହୋଇ ତଳକୁ ଖସିଲା କାର । ଏବଂ କାର ଟି ତଳେଥିବା ଗଛରେ ପିଟି ହୋଇ ଏକ ଘର ଉପରକୁ ଛିଟିକି ପଡ଼ିଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି କାର୍ ଚାଳକ ଓ ଘରେ ଥିବା ଲୋକେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Advertisement