Thursday, August 20, 2026
ADVERTISEMENT
Home ଆଞ୍ଚଳିକ ୫୦ ଲକ୍ଷରୁ ଅଧିକ ଟଙ୍କାର ଗୁଟଖା ଜବତ,ଗୁଟଖା ବ୍ୟବସାୟର କିଙ୍ଗପିନ୍ ଗିରଫ ।

୫୦ ଲକ୍ଷରୁ ଅଧିକ ଟଙ୍କାର ଗୁଟଖା ଜବତ,ଗୁଟଖା ବ୍ୟବସାୟର କିଙ୍ଗପିନ୍ ଗିରଫ ।

31
ADVERTISEMENT

ନୟାଗଡ,୧୧/୦୨(ଡ଼ି.ଏଚ ବ୍ୟୁରୋ):-ନୟାଗଡ ଜିଲ୍ଲା ପୋଲିସ ଇଟାମାଟି, ବାଲୁଗାଁ ଏବଂ ଖୁଣ୍ଟୁବନ୍ଧ ଠାରେ ଚଢାଉ କରି ୫୦ ଲକ୍ଷରୁ ଅଧିକ ଟଙ୍କାର ଗୁଟଖା ଜବତ ଗିରଫ କରଛି ।ଏବଂ ଏହି ଘଟଣାରେ ଦୁଇଟି ବୋଲେରୋ ଗାଡି,ଗୋଟିଏ ପିକ୍ଅପ୍ ଭ୍ୟାନ୍ ଏବଂ ଗୋଟିଏ ଆଇଚର୍ ଗାଡି ଜବତ କରିଥିବାବେଳେ ଗୁଟଖା ବ୍ୟବସାୟର କିଙ୍ଗପିନ୍ କମଳ ସାହୁ, ତାର ଭାଇ ପ୍ରକାଶ ସାହୁ ସହ ଅନ୍ୟ ୪ ଜଣଙ୍କୁ ଗିରଫ କରିଛି ।

Advertisement