ନବରଙ୍ଗପୁର,୧୦।୦୨(ଡ଼ି.ଏଚ ବ୍ୟୁରୋ):-ଆଜି ନବରଙ୍ଗପୁରର ଜିଲ୍ଲାର ଉମରକୋଟ, ରାଇଘର, ଝରିଗାଁ ଏବଂ ଚାନ୍ଦାହାଣ୍ଡି ବ୍ଲକରେ ସଂଗ୍ରାମୀ ମଞ୍ଚ ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ପାଳନ । ଭୂ-ବନ୍ଦୋବସ୍ତ, ମେଡିକାଲ କଲେଜ, ଧାନ ମଣ୍ଡି ସମସ୍ୟା, ମକାର ଅଭାବୀ ବିକ୍ରି ଭଳି ସମସ୍ୟାର ସମାଧାନ ପାଇଁ ଉମରକୋଟ ସଂଗ୍ରାମୀ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବାବେଳେ କଂଗ୍ରେସ ଏହାକୁ ସମର୍ଥଦନ କରିଛି।



















