Wednesday, August 19, 2026
ADVERTISEMENT
Home ଆଞ୍ଚଳିକ ରାଜ୍ୟ ଖଣି ଓ ପରିବହନ ମନ୍ତ୍ରୀଙ୍କ ଦ୍ୱାରା ଉନ୍ନୟନ କାର୍ଯ୍ୟର ଉଦଘାଟନ l

ରାଜ୍ୟ ଖଣି ଓ ପରିବହନ ମନ୍ତ୍ରୀଙ୍କ ଦ୍ୱାରା ଉନ୍ନୟନ କାର୍ଯ୍ୟର ଉଦଘାଟନ l

32
ADVERTISEMENT

କୁକୁଡାଖଣ୍ଡି,୧୦।୦୨(ଇ ରଞ୍ଜନ ):-କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ନିମଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ସାଇ ବିହାର ନିକଟରେ ଥିବା ସ୍ମଶାନ ଏବଂ ଠାକୁରାଣୀ ମନ୍ଦିର ନିକଟରେ ରାଜ୍ୟ ସରକାର ସରକାରଙ୍କ ପ୍ରାୟ ୧୬ଲକ୍ଷ ଅର୍ଥ ବ୍ୟାୟ ଦ୍ୱାରା ନୂତନ ଆଦର୍ଶ ସ୍ମଶାନ ଏବଂ ତୈଳୀକ ସମାଜ ର କୋଠଘର ନିର୍ମିତକୁ ରାଜ୍ୟ ଖଣି ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ରବିବାର ମଧ୍ୟାହ୍ନ ରେ ଉଦଘାଟନ କରିଛନ୍ତି l

ମନ୍ତ୍ରୀଙ୍କ ଗ୍ରସ୍ତ ବେଳେ ନିମଖଣ୍ଡି ସରପଞ୍ଚ ଶଶୀ ବେହେରା,ସମିତିସଭ୍ୟା ବିଷ୍ଣୁ ବେହେରା,ପ୍ରତିନିଧି ପ୍ରଦୀପ ବେହେରା, ଲୋଚାପଡା ସରପଞ୍ଚ ଏଲ.ମୋହନ ଦାସ,ସମିତି ଚଣ୍ଡୀ ଚରଣ ସାହୁ, ମନ୍ତ୍ରୀପ୍ରତିନିଧି ସୂର୍ଯ୍ୟମଣି ପାତ୍ର, ବିଡ଼ିଓ ପଲ୍ଲବୀ ସ୍ୱାଇଁ, ସହକାରୀ ଯନ୍ତ୍ରୀ ଅନୁରାଗ ରଥଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବୃନ୍ଦ ଉପସ୍ଥିତ ଥିଲେ l

Advertisement