Wednesday, August 19, 2026
ADVERTISEMENT
Home ଆଞ୍ଚଳିକ ଝୁଲନ୍ତା ଅବସ୍ଥାରେ ସ୍ୱାମୀ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର ।

ଝୁଲନ୍ତା ଅବସ୍ଥାରେ ସ୍ୱାମୀ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର ।

36
ADVERTISEMENT

ଯାଜପୁର,୧୦।୦୨(ଡ଼ି.ଏଚ ବ୍ୟୁରୋ):-ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ମଧୁପୁର ଗଡ଼ କୁକୁଡ଼ା ଖାଳି ଗାଁରେ ଝୁଲନ୍ତା ଅବସ୍ଥାରେ ସ୍ୱାମୀ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର । ସ୍ୱାମୀ ଜର୍ଜ ମଲିକ ଏବଂ ସ୍ତ୍ରୀ ଝରଣା ମଲିକ ଗାଁରେ ଚାଲୁଥିବା ଅଷ୍ଟ ପ୍ରହରୀ ପୂଜା ସାରି ଘରେ ଶୋଇଥିଲେ। କିଛି ଘଣ୍ଟା ପରେ ଝୁଲନ୍ତା ଅବସ୍ଥାରେ ଉଭୟଙ୍କ ମୃତଦେହ ମିଳିଥିଲା। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଏବଂ ତାଙ୍କରି ଦୁଇ ବର୍ଷର ପୁଅଟିଏ ଅଛି l

Advertisement