ଭାରସାମ୍ୟ ହରାଇ ୧୦ ଫୁଟ୍ ତଳକୁ ଖସିଲା ଏକ ଭ୍ୟାନ୍ ।

13
ADVERTISEMENT

ମୋହନା ,୦୯/୦୨(ଡ଼ି.ଏଚ ବ୍ୟୁରୋ):- ଗଜପତି ଜିଲ୍ଲା ମୋହନା ଜରଉ ଗାଁ ନିକଟରେ ଭାରସାମ୍ୟ ହରାଇ ୧୦ ଫୁଟ୍ ତଳକୁ ଖସିଲା ଏକ ଭ୍ୟାନ୍ । ଏଥିରେ ୧୭ ଜଣ ଆହତଙ୍କ ମଧ୍ୟରୁ ୯ ଜଣ ଯାତ୍ରୀଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇ ଥିବାବେଳେ ଆହତଙ୍କ ମଧ୍ୟରେ ୫ ମହିଳା ଓ ୩ ଶିଶୁ ଥିବା ସୂଚନା । ଉକ୍ତ ଭ୍ୟାନ୍ ଟି ଗଞ୍ଜାମ ସୋରଡ଼ାରୁ ଖାରିଗୁଡ଼ାକୁ ଯାଉଥିଲେ। ଖବର ପାଇ ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Advertisement