ବ୍ରହ୍ମପୁର,୦୯/୦୨(ଡ଼ି.ଏଚ ବ୍ୟୁରୋ):- ଆନ୍ଧ୍ର ପ୍ରଦେଶର ନନ୍ଦିଗାମ ଜାତୀୟ ରାଜପଥରେ ଏକ କାର ରାସ୍ତା କଡରେ ଠିଆ ହୋଇଥିବା ଆଇଚର ଭ୍ୟାନ କୁ ଧକ୍କା ଦେବା ଫଳରେ କାର ରେ ଥିବା ୭ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ।ଏବଂ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇ ସ୍ଥାନୀୟ ମେଡିକାଲ ରେ ଭର୍ତି । ସମସ୍ତ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ସୁନପୂର ଗାଁର ହୋଇଥିବାବେଳେ ସେମାନେ ଜଣେ ରୋଗୀଙ୍କୁ ଚିକିତ୍ସା ନିମନ୍ତେ ବିଶାଖାପାଟଣା ଯାଉଥିଲେ l ଏବଂ ମୃତକ ଦ୍ବୟ ହେଲେ ଡାଲିଆ (୪୬) ଓ ମୋହିନାମ୍ମା ।
















