ନୂଆଦିଲ୍ଲୀ,୦୭/୨(ଡ଼ି.ଏଚ ବ୍ୟୁରୋ):-ମଥୁରା ଜିଲ୍ଲାର ସୁରିର କୋତୱାଲି ଅଞ୍ଚଳରେ ଏକ କଣ୍ଟେନର ୧୫ ଜଣ ଯାତ୍ରୀଙ୍କୁ ଧକ୍କା ଦେବା ଫଳରେ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ l ଏବଂ ୯ଜଣ ଆହତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି । ଉକ୍ତ ବସ୍ ଟି ନୋଏଡାରୁ ଆଗ୍ରା ଯାଉଥିବାବେଳେ ଡ୍ରାଇଭର ସୁରିର କୋତୱାଲି ଅଞ୍ଚଳରେ ବସ୍ ଟି କୁ ଅଟକାଇଥିଲ। ଏବଂ ଯାତ୍ରୀମାନେ ପରିସ୍ରା କରିବାକୁ ତଳକୁ ଓହ୍ଲାଇଥିବା ବେଳେ ପଛରୁ ଆସୁଥିବା ଏକ କଣ୍ଟେନର ଯାତ୍ରୀମାନଙ୍କୁ ଧକ୍କା ଦେଇଥିଲା।





















