Thursday, August 20, 2026
ADVERTISEMENT
Home ଆଞ୍ଚଳିକ ଧାନକିଣା ଏବଂ କଟନୀଛଟନୀକୁ ନେଇ ଚାଷୀମାନଙ୍କ ତୀବ୍ର ବିରୋଧ ।

ଧାନକିଣା ଏବଂ କଟନୀଛଟନୀକୁ ନେଇ ଚାଷୀମାନଙ୍କ ତୀବ୍ର ବିରୋଧ ।

40
ADVERTISEMENT

ଢେଙ୍କାନାଳ,୦୩/୨(ଡ଼ି.ଏଚ ବ୍ୟୁରୋ):-ଢେଙ୍କାନାଳ ଜିଲ୍ଲାରେ ଧାନ କିଣା ଏବଂ କଟନୀଛଟନୀକୁ ନେଇ ଚାଷୀ ମାନେ ତୀବ୍ର ବିରୋଧ କରିଛନ୍ତି। ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟରେ ନବନିର୍ମାଣ କୃଷକ ସଙ୍ଗଠନ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମଣ୍ଡି ଅବ୍ୟବସ୍ଥାକୁ ନେଇ ଶହ ଶହ ଚାଷୀ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାନ ବସ୍ତା ରଖି ତଳେ ଶୋଇ ପ୍ରତିବାଦ ଜଣାଇଛନ୍ତି ।

Advertisement