ଢେଙ୍କାନାଳ,୩୧/୦୧(ଡ଼ି.ଏଚ ବ୍ୟୁରୋ):-ଆଜିଠାରୁ ଆରମ୍ଭ ହେବ ଢେଙ୍କାନାଳ ଜିଲ୍ଲାର ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା । ଏଥିପାଇଁ ଯୋରନ୍ଦା ପୀଠୀ ଚଳଚଞ୍ଚଳ ହୋଇପଡିଥିବାବେଳେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏବଂ ଗାଦିମନ୍ଦିର ପରିସରରେ ଯୋରନ୍ଦା ମେଳା ସମୟରେ ଲାଗୁଥିବା ଛତ୍ରିକୁ ୫୦ବର୍ଷ ପରେ ପରିବର୍ତ୍ତନ କରାଯାଇଛି।ଯାହା ଯୋରନ୍ଦା ମେଳାରେ ନୂତନ ଆକର୍ଷଣ ପାଲଟିବ ।

















