Saturday, August 15, 2026
ADVERTISEMENT
Home ଆଞ୍ଚଳିକ ଭିଜିଲାନ୍ସ ଜାଲରେ ଡକ୍ଟର ସନାତନ ବେହେରା ।

ଭିଜିଲାନ୍ସ ଜାଲରେ ଡକ୍ଟର ସନାତନ ବେହେରା ।

39
ADVERTISEMENT

କଟକ,୩୦/୦୧(ଡ଼ି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ କଟକ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ହେପାଟୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର ସନାତନ ବେହେରା । ସେ ହେପାଟୋଲୋଜି ବିଭାଗକୁ ଚିକିତ୍ସା ସରଞ୍ଜାମ ଯୋଗାଉଥିବା ବିଡରଙ୍କ ଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ ହାତରେ ଧରାପଡିଛନ୍ତି l ଏବଂ ତାଙ୍କ ନିକଟରୁ ଭିଜିଲାନ୍ସ ୨,୬୩,୦୦୦ ଟଙ୍କା ସନ୍ଦେହଜନକ ଭାବେ ଜବତ କରିଛି।

Advertisement