ତୃତୀୟ ଲିଙ୍ଗୀଙ୍କ ଅଧିକାର ଓ ସମ୍ମାନକୁ ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ।

17
ADVERTISEMENT

ଭୁବନେଶ୍ୱର,୨୯/୧(ଡ଼ି.ଏଚ ବ୍ୟୁରୋ):-ତୃତୀୟ ଲିଙ୍ଗୀଙ୍କ ଅଧିକାର ଓ ସମ୍ମାନକୁ ନେଇ ରାଜ୍ୟ ମାନବାଧିକାର କମିଶନ(ଓଏଚ୍ଆରସି) ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଚାକିରି କ୍ଷେତ୍ରରେ ଅତି କମ ୧ ପ୍ରତିଶତ ସଂରକ୍ଷଣ ରଖିବା ସହ ଆଗାମୀ ଓପିଏସସି ପରୀକ୍ଷା ପାଇଁ ତୃତୀୟ ଲିଙ୍ଗୀ ଆଶାୟୀଙ୍କ ଆବେଦନର ଶେଷ ତାରିଖ ୧୫ ଦିନ ବଢ଼ାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

Advertisement