ବିରାଟ ହିନ୍ଦୁ ସମ୍ମିଳନୀ ଓ ଆମ ସଂସ୍କତି ରକ୍ଷା ପାଇଁ କେନ୍ଦ୍ରାପଡା ଜିଲ୍ଲାରେ ଶ୍ରୀଜଗନ୍ନାଥ ସଂସ୍କୃତି ରକ୍ଷକ ସମ୍ମାନ ପ୍ରଦାନ”ଏକତାର ସଂକଳ୍ପ ” ।

17
ADVERTISEMENT

ଭୁବନେଶ୍ୱର,୨୮/୦୧(ଲିପିକା ରାଣୀ ରାଉତ ):-ସନାତନ ଧର୍ମ ଓ ଆମ ସସ୍କୃତି ର ସୁରକ୍ଷା ନିମନ୍ତେ ଗୋଟିଏ ଲକ୍ଷ୍ୟ,ଗୋଟିଏ ସ୍ୱର ,ଗୋଟିଏ ସମାଜ ହିନ୍ଦୁ ଧର୍ମର ପ୍ରସାର ପାଇଁ ସମସ୍ତେ ଏକାଠି ହେବାର ସମୟ ଆସିଛି, ଆଜି ଚେମାଦାସ ମଠ ପଡ଼ିଆ, ନିଳିକଣା, ଅଳାବାଙ୍କ କେନ୍ଦ୍ରାପଡ଼ା ଜିଲ୍ଲାରେ ଏହି ହିନ୍ଦୁ ସମ୍ମିଳନୀ ରେ ଅତିଥି ଭାବେ ପୂଜ୍ୟ ମହନ୍ତ ରାମକୃଷ୍ଣ ଦାସ ମହାରାଜ ରାଧାବଲ୍ଲଭ ମଠ ପୁରୀ , ଶ୍ରୀମତୀ କଳ୍ପନା ତ୍ରିପାଠୀ ତ୍ରୈଲୋକ୍ୟ ଭାରତୀ ମହାରାଜ ଯୋଗ ଦେଇ ସେମାନଙ୍କ ଆସ୍ରିବଚନ ପ୍ରଦାନ କରି ଥିଲେ, ପୂଜ୍ୟ ଅତିଥି ମାନେ ହିନ୍ଦୁ ଧର୍ମ ଓ ମା ଭାରତୀ ଙ୍କ ପାଇଁ ଏକାଠୀ ହୋଈ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ ଏହି ଅବସର ରେ ଆମ ସଂସ୍କୃତି ରକ୍ଷା ପାଇଁ କାର୍ଯ୍ୟ। କରୁଥିବା ରଞ୍ଜନ କୁମାର ମୁଦୁଲି, ଅକ୍ଷୟ କୁମାର ନାଥ, ଖଗେଶ୍ବର ଲେଙ୍କା, ପ୍ରସନ୍ନ ହୋତା, ଶଶାଙ୍କ କୁମାର ଜେନା, ମାଧବ ପ୍ରଧାନ, ଲକ୍ଷ୍ମୀ ସାଗର ମହାନ୍ତି, ସୁଶିଲ ଦାସ,, ଦେବାଶିଷ ନାୟକ, ପଙ୍କଜ ପ୍ରଧାନ ପୂର୍ଣ୍ଣଚନ୍ଦ୍ର ଦାଶ ଶ୍ରୀ ଜଗନ୍ନାଥ ସଂସ୍କୃତି ରକ୍ଷକ ସମ୍ମାନ ରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ପକ୍ଷତୁ ସମ୍ୱର୍ଦ୍ଧିତ କରାଯାଇଥିଲା

ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ଡ ନାରାୟଣ ମହାପାତ୍ର ଭାରତୀ ଭୂଷଣ ପଟ୍ଟନାୟକ ତ୍ରିଲୋଚନ ନାୟକ ବିଜୟ ପଣ୍ଡା ଶ୍ରୀନିବାସ ରାଓ ଚକ୍ରଧର ମାଝୀ ଓ ଶରତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ#ଆମକୁ ନିତ୍ୟ_ପ୍ରେରଣା ଦରକାର “ଯଦି ଆମକୁ ଗର୍ବର ସହିତ ଜୀବନ ଯାପନ କରିବାର ଅଛି ଏବଂ ନିଜ ଅନ୍ତର୍ମନରେ ଦେଶ ଭକ୍ତି ର ବୀଜକୁ ପଲ୍ଲବିତ କରିବାର ସହିତ ଆମ ସଂସ୍କୃତି କୁ ରକ୍ଷା କରିବା ନିହାତି ଆବଶ୍ୟକ
ଆମ ପାଇଁ ଧର୍ମର ପରିଭାଷା ଖୁବ ସହଜ — ଯାହା ନ୍ୟାୟପୂର୍ଣ୍ଣ, ସେହି ଧର୍ମ, ପ୍ରକୃତ କଥା ହେଉଛି ଏଠି ସବୁଠୁ ଜରୁରୀ ହେଉଛି– ଆମେ ଯେଉଁ ରାସ୍ତା ରେ ଅଛୁ ସେହି ରାସ୍ତା ନ୍ୟାୟପୂର୍ଣ କି ନୁହେଁ? ଆମ ସହିତ ଧର୍ମ ଆଉ ସତ୍ୟ ରହିବା ନିହାତିଆବଶ୍ୟକ— ଏହିଟା ଆମ ପାଇଁ ସବୁଠାରୁ ବଡ଼ ସଫଳତା।ମହାରାଷ୍ଟ୍ରରେ ବଡ଼ ବିମାନ ଦୁର୍ଘଟଣା ଘଟି ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ । ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ସମୟରେ ଏହି ଅଘଟଣ ଘଟିଛି ।ଅଜିତ ପାୱାର ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ଫେରିବା ସମୟରେ ବିମାନଟି ବାରାମତିରେ ଅବତରଣ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଅଜିତ ପାୱାରଙ୍କ ସହ ବିମାନରେ ଥିବା ୬ଜଣଙ୍କର ମୃତ୍ୟୁ ହୋଇଥିବା ଡିଜିସିଏ ସ୍ପଷ୍ଟ କରିଛି ।

Advertisement