Thursday, August 20, 2026
ADVERTISEMENT
Home ଆଞ୍ଚଳିକ ପଦ୍ମଶ୍ରୀ ସମ୍ମାନ ପାଇବେ ଗଂଜାମ ଜିଲ୍ଲାର ସିମାଞ୍ଚଳ ପାତ୍ର ।

ପଦ୍ମଶ୍ରୀ ସମ୍ମାନ ପାଇବେ ଗଂଜାମ ଜିଲ୍ଲାର ସିମାଞ୍ଚଳ ପାତ୍ର ।

40
ADVERTISEMENT

ବ୍ରହ୍ମପୁର,୨୬/୦୧(ଡ଼ି.ଏଚ ବ୍ୟୁରୋ):-ଲୋକନାଟ୍ୟ ପାଇଁ ପଦ୍ମଶ୍ରୀ ସମ୍ମାନ ପାଇବେ ଗଂଜାମ ଜିଲ୍ଲାର ସିମାଞ୍ଚଳ ପାତ୍ର ।ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବୋମକେଇ ଗ୍ରାମର ୯୮ ବର୍ଷୀୟ ସିମାଞ୍ଚଳ ପାତ୍ର ଲୋକନାଟ୍ୟ ପାଇଁ ପଦ୍ମଶ୍ରୀ ସମ୍ମାନରେ ପୁରସ୍କୃତ ହେବାକୁ ଯାଉଛନ୍ତି । ଏବଂ ୪ଜଣ ଓଡ଼ିଆଙ୍କ ମଧ୍ୟରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବ।

Advertisement