Thursday, August 13, 2026
ADVERTISEMENT
Home ଆଞ୍ଚଳିକ ଆଜି ୭୭ତମ ସାଧାରଣତନ୍ତ୍ର ଦିବସ ।

ଆଜି ୭୭ତମ ସାଧାରଣତନ୍ତ୍ର ଦିବସ ।

32
ADVERTISEMENT

ଭୁବନେଶ୍ୱର,୨୬/୦୧(ଡ଼ି.ଏଚ ବ୍ୟୁରୋ):-ଆଜି ୭୭ତମ ସାଧାରଣତନ୍ତ୍ର ଦିବସ । ରାଜଧାନୀ ଭୁବନେଶ୍ୱରର ଗାନ୍ଧିମାର୍ଗରେ ଆୟୋଜିତ ୭୭ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ରାଜ୍ୟପାଳ ହରିବାବୁ କମ୍ଭମପତି ଜାତୀୟ ପତାକା ଉତ୍ତୋଳନ କରିthibabele କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ ।

Advertisement