Saturday, August 15, 2026
ADVERTISEMENT
Home ଆଞ୍ଚଳିକ ଆଜି ପବିତ୍ର ମାଘ ଶୁକ୍ଳ ପଞ୍ଚମୀ ତଥା ଶ୍ରୀପଞ୍ଚମୀ ।

ଆଜି ପବିତ୍ର ମାଘ ଶୁକ୍ଳ ପଞ୍ଚମୀ ତଥା ଶ୍ରୀପଞ୍ଚମୀ ।

36
ADVERTISEMENT

ବ୍ରହ୍ମପୁର,୨୩/୦୧(ଡ଼ି.ଏଚ ବ୍ୟୁରୋ):-ଆଜି ପବିତ୍ର ମାଘ ଶୁକ୍ଳ ପଞ୍ଚମୀ ତଥା ଶ୍ରୀପଞ୍ଚମୀ । ମାଘ ଶୁକ୍ଳ ପଞ୍ଚମୀ ତିଥି ମହାଦେବୀ ସରସ୍ବତୀଙ୍କର ପୂଜା ପାଇଁ ପ୍ରସିଦ୍ଧ। ଏବଂ ଗାଁରୁ ସହର ଚାରିଆନେ ଆଜି ମା’ ସରସ୍ବତୀଙ୍କୁ ପୂଜାର୍ଚ୍ଚନା କରାଯାଉ ଥିବାବେଳେ ବିଶେଷ ଭାବ ବିଦ୍ୟାଳୟଗୁଡ଼ିକ ଉତ୍ସବମୁଖର ଦେଖାଯାଉଛି। ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କର କପାଳର ତେଜରୁ ଆବିର୍ଭୂତା ଏହି ଦେବୀ ଜ୍ଞାନ, ପ୍ରଜ୍ଞା, ବାଣୀ, ସୌନ୍ଦର୍ଯ୍ୟ ତଥା ସମସ୍ତ ଗାନ୍ଧର୍ବକଳା ସହ କବିତା ଓ ଅନ୍ୟ ସମସ୍ତ ସୃଜନକ୍ରିୟାର ଅଧିଷ୍ଠାତ୍ରୀ ଅଟନ୍ତି।

Advertisement