Wednesday, August 19, 2026
ADVERTISEMENT
Home ଆଞ୍ଚଳିକ ଜବରଦଖଲ ପାଇଁ ପ୍ରଶାସନ ନିରାଶ,ରିଂରୋଡ଼ ରାସ୍ତା ଅବରୋଧ ନେଇ ଇଟାଭାଟି ମାଲିକଙ୍କୁ ତାଗିତ l

ଜବରଦଖଲ ପାଇଁ ପ୍ରଶାସନ ନିରାଶ,ରିଂରୋଡ଼ ରାସ୍ତା ଅବରୋଧ ନେଇ ଇଟାଭାଟି ମାଲିକଙ୍କୁ ତାଗିତ l

42
ADVERTISEMENT

କୁକୁଡାଖଣ୍ଡି.୨୨/୦୧(ଇ ରଞ୍ଜନ):-କୁକୁଡାଖଣ୍ଡି ରତ୍ନପୁର ନିକଟରୁ ଯାଇଥିବା ରିଂ ରୋଡ଼ ନିକଟରେ ଥିବା ଇଟା ଭାଟି ମାଲିକ ଙ୍କ ରିଂ ରୋଡ଼ କୁ ଅବରୋଧ l ଖବର ପାଇ ଜାତୀୟ ରାଜପଥ ବିଭାଗର ଅଧିକାରୀଙ୍କ ନେତୃତ୍ୱରେ କୁକୁଡାଖଣ୍ଡି ତହସିଲଦାର ରାଜ କିଶୋର ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଘଟଣାସ୍ଥଳରେ ସଦରଥାନା ଅଧିକାରୀ ରାମ ସୁବ୍ର ମାନ୍ୟମ ପ୍ରଧାନ, ସହକାରୀ ତହସିଲଦାର ଏବଂ ରାଜସ୍ବ ନିରୀକ୍ଷକ ଉପସ୍ଥିତ l ଏବଂ ପୁଲିସ ବାହିନୀଙ୍କ ସଦଳବଳେ ସରକାରଙ୍କ ଜମି ଅଧିଗ୍ରହଣ କରିଥିବା ରିଂରୋଡ଼କୁ ବାଧା ଉତ୍ପର୍ଣ କରୁଥିବା ଇଟା ଭାଟିର ଏକ ଗୃହ ୧୬୯ ପ୍ଲଟ କୁ ଲାଗିରହିଥିବା ବେଳେ ଇଟା ଭାଟିର ମାଲିକ ନିଜ ଜମି ବୋଲି ଦାବି କରୁଥିବା ସ୍ଥାନକୁ ପ୍ରଶାସନ ପକ୍ଷରୁ ସୀମା ନିର୍ଧାରଣ କରାଯାଇ ମାଲିକଙ୍କୁ ତାଗିତ କରି ଉଛେଦ କରିବା ନିମନ୍ତେ ସୂଚନା ଦିଆଯାଇଛି। ଉଛେଦ ପାଇଁ ପ୍ରଶାସନ ନିରାଶ ହୋଇଥିଲା l

Advertisement